ହଜିଗଲାଣି ମାନବିକତା : କରୋନା ଭୟରେ ଶବ ନେଉନାହାନ୍ତି ସମ୍ପର୍କୀୟ ,ରାସ୍ତାକଡ଼ରେ ପଡିଛି ମୃତଦେହ

0
37

ଜଳେଶ୍ୱର -: ହଜିଗଲାଣି ମାନବିକତା , କରୋନା ଭୟ ରେ ଶବ ନେଉନାହାନ୍ତି ପରିବାର ଲୋକେ । ରାସ୍ତା କଡରେ ପଡିଛି ମୃତଦେହ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନିସିପାଲଟି ୯ନଂ ଓ୍ୱାର୍ଡର ଥିବା ରାସ୍ତା କଡ଼ରେ ପଡିରହିଛି ମୃତଦେହ । ମୃତକଙ୍କ ନାମ ଜିତେନ ମିସ୍ତ୍ରୀ ବୋଲି ଜଣାପଡିଛି ।

ମିଳିଥିବା ଖବର ଅନୁଯାୟୀ, ୯ନଂ ଓ୍ୱାର୍ଡର ଥିବା ରାସ୍ତା କଡ଼ରେ ଜିତେନ ମିସ୍ତ୍ରୀଙ୍କ ମୃତଦେହ ପଡିରହିଛି । ଜିତେନ ସ୍ଥାନୀୟ ଅଞ୍ଚଳରେ ପାଇଖାନା ସଫେଇ କାମ କରିଥାନ୍ତି । ତାଙ୍କର ମୃତ୍ୟୁ କିପରି ହେଲା, ତାହ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ କରୋନା ଭୟରେ ଶବ ନେଉନାହାନ୍ତି ସମ୍ପର୍କୀୟ ବୋଲି ସାଧାରଣ ରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here