କୁକୁର ପଲଙ୍କ ଆକ୍ରମଣରେ ଜଣେ ୯ ବର୍ଷ ଶିଶୁ କନ୍ୟା ଗୁରୁତର

0
27

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ପଞ୍ଚାୟତ ଟୁଙ୍ଗୁରୁ ବାହାଳ ଗାଁର ଆଟପୁର(ଭୂୟାଁ ସାହି)ରେ କୁକୁର ପଲଙ୍କ ଆକ୍ରମଣରେ ଜଣେ ଶିଶୁ ଗୁରୁତର ହୋଇଛି। ଗୁରୁତର ଶିଶୁଟି ଲୋଚନ ଦେହୁରୀଙ୍କ ଝିଅ ଶୁଭସ୍ମିତା ଦେହୁରୀ(୯)।

LEAVE A REPLY

Please enter your comment!
Please enter your name here