ଶ୍ରୀ ଯୋଗେଶ ପ୍ରସାଦ ପଟେଲ ଦେବଗଡ଼ ଭିଜିଲାନ୍ସ ଡିଏସପି

0
18

ରାଉରକେଲା/ଦେବଗଡ଼ – : ରାଉରକେଲା ଭିଜିଲାନ୍ସ ଡିଭିଜନ ରେ ୪ ଜଣ ଡ଼ିଏସପି ନିଯୁକ୍ତି ମିଳିଛି । ୩ ଜଣ ଇନ୍ସପେକ୍ଟର ପଦରୁ ପଦୋନ୍ନତି ପାଇଥିବାବେଳେ ଅନ୍ୟ ଜଣେ ସମ୍ବଲପୁର ଡିଭିଜନ ରୁ ରାଉରକେଲା ବଦଳି ହୋଇଛି।  ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ଇନ୍ସପେକ୍ଟର ସୁଧାଂଶୁ ଶେଖର ପୂଜାରୀ, ପ୍ରଦୀପ କୁମାର ଆଇନ୍ଦ ଯୋଗେଶ ପ୍ରସାଦ ପଟେଲ ନିକଟରେ ଡ଼ିଏସପି ପାହ୍ୟା କୁ ପଦୋନ୍ନତି ପାଇଥିଲେ । ସମସ୍ତ ୩ଜଣ ଅଧିକାରୀ ଙ୍କୁ ରାଉରକେଲା ଭିଜିଲାନ୍ସ ରେ ଖାଲି ପଡିଥିବା ଡିଏସପି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଶ୍ରୀ ଆଇନ୍ଦ ଙ୍କୁ ଝାରୁସୁଗୁଡା ଓ ଶ୍ରୀ ପଟେଲ ଙ୍କୁ ଦେବଗଡ଼ ରେ ଡିଏସପି ଭାବେ ନିଯୁକ୍ତି ମିଳିଛି । ଅନୁରୂପ ଭାବେ ସମ୍ବଲପୁର ଡିଭିଜନ ରେ ଡିଏସପି ଭାବେ କାର୍ଯ୍ୟରତ କାଦମ୍ବିନୀ ସାମଲଙ୍କ ରାଉରକେଲା ବଦଳି ହୋଇଯାଇଛି । ଶ୍ରୀମତୀ ସାମଲ ପୂର୍ବରୁ ରାଉରକେଲା ଭିଜିଲାନ୍ସ ବିଭାଗରେ ଇନ୍ସପେକ୍ଟର ଭାବେ କାମ କରିଛନ୍ତି ।

LEAVE A REPLY

Please enter your comment!
Please enter your name here