କୋରୋନାରେ ବରିଷ୍ଠ ସାମ୍ୱାଦିକ ମାନସ ଜୟପୁରିଆ ଙ୍କ ପରଲୋକ

0
30

ସମ୍ୱଲପୁର : କରୋନା ରେ ଚାଲିଗଲେ  ଓଡ଼ିଶାର ଆଉ ଜଣେ ବରିଷ୍ଠ ସାମ୍ୱାଦିକ ମାନସ ଜୟପୁରିଆ । କୋରୋନା ସଂକ୍ରମିତ ହୋଇ ସମ୍ୱଲପୁର ଆରୋଗ୍ୟମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେ । ମାନସ ଜୟପୁରିଆ ଜୀ ଓଡ଼ିଶାରେ କାର୍ଯ୍ୟରତ ଥିଲେ । ଆଦ୍ୟାଶା ନିଉଜ ପକ୍ଷରୁ ମାନସ ଜୟପୁରିଆଙ୍କୁ ଶ୍ରଦ୍ଧାଞ୍ଜଳି ।

ତାଙ୍କ ମୃତ୍ୟୁ ରେ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ ଙ୍କ ସହିତ ବହୁ ଅନୁଷ୍ଠାନ ଓ ସାମ୍ବାଦିକ ଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here