ବଣାଇ ବିଧାୟକ ତଥା ବରିଷ୍ଠ ସିପିଆଇଏମ ନେତା ଲକ୍ଷ୍ମଣ ମୁଣ୍ଡା କରୋନା ଆକ୍ରାନ୍ତ

0
36

ବଣାଇଗଡ଼ : ବଣାଇ ବିଧାୟକ ତଥା ବରିଷ୍ଠ ସିପିଆଇଏମ ନେତା ଲକ୍ଷ୍ମଣ ମୁଣ୍ଡା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।  ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ତାଙ୍କର ସ୍ୱାବ ପରୀକ୍ଷା ପରେ ସେ କରୋନା  ଆକ୍ରାନ୍ତ ଥିବା ଜଣା ପଡ଼ିଛି । ଡାକ୍ତର ଙ୍କ ପରାମର୍ଶ କ୍ରମେ ବିଧାୟକ ଶ୍ରୀଯୁକ୍ତ ମୁଣ୍ଡା ତାଙ୍କ ପୈତୃକ ଗାଁ କୋଇଡ଼ ବ୍ଲକ ର ଗୋପନା ପଞ୍ଚାୟତ ସାରସପୋଷ ସ୍ଥିତ ବାସ ଭବନରେ  ନିଜେ ସଙ୍ଗରୋଧରେ ରହିଥିବା ଫୋନ ମାଧ୍ୟମରେ ଜଣାଇଛନ୍ତି ଏବଂ ସୁସ୍ଥ ଥିବା ଜଣାଇଛନ୍ତି ।

ଆଦ୍ୟାଶା ନ୍ୟୁଜ଼ ପକ୍ଷରୁ ଶ୍ରୀଯୁକ୍ତ ମୁଣ୍ଡା ଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ ।

LEAVE A REPLY

Please enter your comment!
Please enter your name here