NEET ପିଜି ପରୀକ୍ଷା ବାତିଲ, ଇଣ୍ଟର୍ନଙ୍କୁ ମିଳିବ କୋଭିଡ଼ ଦାୟିତ୍ୱ

0
7

ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା କରୋନା ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଡିକାଲ୍ ଷ୍ଟାଫଙ୍କ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ନିଟ୍‌-ପିଜି ପରୀକ୍ଷା ଅତି କମରେ ୪ମାସ ପର୍ଯ୍ୟନ୍ତ ସ୍ଥଗିତ ରହିବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଏମବିବିଏସ୍ ଅନ୍ତିମ ବର୍ଷର ଛାତ୍ରମାନେ କୋଭିଡ ଡ୍ୟୁଟିରେ ନିୟୋଜିତ ହେବେ। ସେମାନେ ଅଳ୍ପ କୋଭିଡ୍‌-୧୯ ଲକ୍ଷଣ ଥିବା ରୋଗୀଙ୍କୁ ମନିଟର୍ କରିବେ।

LEAVE A REPLY

Please enter your comment!
Please enter your name here