ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ କରୋନା ରେ ପରଲୋକ

0
20

କଟକ :  ଓଲିଉଡ ଜଗତ ପାଇଁ ଆସିଛି ଏକ ଦୁଃଖ ଖବର । କରୋନାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ଦେହାନ୍ତ ହୋଇଥିବା ବେଳେ ବରିଷ୍ଠ କଳାକାରମାନେ ଶୋକ ପ୍ରକାଶ କରିଛନ୍ତ ।

ଗତ କିଛି ଦିନ ହେବ ଶାନ୍ତିରାଜ କରୋନାରେ ଆକ୍ରାନ୍ତ ହୋଇଥିଲେ । ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବାର କାରଣରୁ ତାଙ୍କୁ ମେଡିକାଲ ନିଆଯାଉଥିଲା, କିନ୍ତୁ ଅଧାବାଟରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here