ଅଗଷ୍ଟ ୧ ତାରିଖ ଯାଏ ଆଶିଂକ ଲକଡାଉନ୍

0 8

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ଜାରି ରହିଥିବା ବେଳେ ଲକଡାଉନ୍ ଜାରି ରହିଛି । ଏବେ ପୁଣି ଥରେ ଅଗଷ୍ଟ ୧ ତାରିଖ ଯାଏ ଲକଡାଉନ୍ ଜାରି ହେବ । ଏହି ସମୟରେ କିଛି ମାତ୍ରାରେ କୋହଳ କରାଯିବ । ପୂର୍ବ ଘୋଷଣା ଅନୁସାରେ କାଟାଗୋରୀ-ଏ ଏବଂ କାଟାଗୋରୀ-ବି ରେ କଟକଣା ଲାଗୁ ହେବ । କାଟାଗୋରୀ-ଏ ରେ ସପ୍ତାହରେ ୫ ଦିନ ଦୋକାନ ବଜାର ଖୋଲା ରହିବ । କାଟାଗୋରୀ-ଏ ରେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏ ଖୋଲାରହିବ । ସମଗ୍ର ରାଜ୍ୟ ରେ ବସ ଚଳାଚଳ କରିପାରିବ  । ସେଳୁନ , ସ୍ପା ଓ ବିଉଟିପାର୍ଲର ଖୋଲାଯାଇପାରିବ । ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.