ଆମ୍ବୁଲାନ୍ସ ରେ ସ୍ତ୍ରୀର ମୃତଦେହ ଧରି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା, ମୃତ୍ୟୁବରଣ କଲେ ସ୍ୱାମୀ

0 91

ବଲାଙ୍ଗିର : ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ।  ସ୍ତ୍ରୀର ମୃତଦେହ ନେଇ ଘରକୁ ଫେରୁଥିବା ବେଳେ ବାଟରେ ଦୁର୍ଘଟଣା ଘଟି ଚାଲି ଯାଇଛି ସ୍ୱାମୀର ଜୀବନ।

ମୃତ ବ୍ୟକ୍ତିଙ୍କ ଜଣକ ହେଲେ  ବିପିନ ସେଠ। ତାଙ୍କ ଘର ତୁରେଇକେଲା ବ୍ଲକ୍‌ ଅନ୍ତର୍ଗତ ଲର୍କି ଗାଁରେ।

ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.