ଆମ୍ବ ଗଛରେ ଝୁଲୁଛି ଯୁବକଙ୍କ ମୃତ ଶରୀର, ଆତ୍ମହତ୍ୟା କରିଥିବା ସନ୍ଦେହ

0 6

ସୋର,  : ଆମ୍ଵ ଗଛରେ ଝୁଲୁଛି ଯୁବକଙ୍କ ମୃତ ଶରୀର। ବାଲେଶ୍ଵର ଜିଲ୍ଲା ସୋର ଥାନା ହାଟସାହିର ୩୫ ବର୍ଷୀୟ ଶରତ ନାଥଙ୍କ ମୃତଦେହ ଉଦ୍ଧାର ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଶୁକ୍ରବାର ରାତିରେ ଶରତ ନିଦରୁ ଉଠି ଆସି ନିଜ ବାଡ଼ିପଟେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଶରତଙ୍କ ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.