ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପେକ୍ସ ସମ୍ପାଦକ ଙ୍କ ଘରେ ଭିଜିଲାନ୍ସ ଚଢାଉ

0 25

ବଲାଙ୍ଗିର  : ଭିଜିଲାନ୍ସ ଜାଲରେ ପେସ୍କ ସମ୍ପାଦକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢାଉ । ପେସ୍କ ସମ୍ପାଦକ ମସୁଦ ମହମ୍ମଦଙ୍କ ଘରେ ଚଢ଼ାଉ । ସୋନପୁର ଜିଲ୍ଲା ଚାରଭଟା ଓ ଦୁବୁଲା ଦୁଇଟି ପେସ୍କରେ ସମ୍ପାଦକ ଅଛନ୍ତି ମସୁଦ । ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଚାଲିଛି। ସୋନପୁରସ୍ଥିତ କାର୍ଯ୍ୟାଳୟ ଓ ବଲାଙ୍ଗିର ସାଲେପାଲିସ୍ଥିତ ଘରେ ରେଡ୍ ହୋଇଛି । ରେଡ ପରେ ଜଣାପଡିବ ଜବତ ସମ୍ପତ୍ତିରେ ଆକଳନ ।

Leave A Reply

Your email address will not be published.