ଓଡିଶା ସାମ୍ବାଦିକ ସଙ୍ଘ OUJ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ସୁବର୍ଣ ଜୟନ୍ତୀ ସମାରୋହ ଆରମ୍ଭ

0 25

ସମ୍ବଲପୁର : ଓଡିଶା ସାମ୍ବାଦିକ ସଙ୍ଘ OUJ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ସୁବର୍ଣ ଜୟନ୍ତୀ ସମାରୋହ   ସମ୍ବଲପୁର ଠାରେ ଆରମ୍ଭ ହୋଇଛି ।

ପ୍ରାରମ୍ଭ ରେ ରାଜ୍ୟ ସଭାପତି ଶ୍ରଯୁକ୍ତ ପ୍ରସନ୍ନ ମହାନ୍ତି ସ୍ୱାଗତ ଭାଷଣ କ୍ରମ ରେ ସଙ୍ଘ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମ ଚାଲୁ ରହିଛି  ।

Leave A Reply

Your email address will not be published.