କରୋନାରେ ପ୍ରାଣ ହରାଇଲେ ପୁଣି ଜଣେ ସାମ୍ବାଦିକ ଅସିତ କୁମାର ବେହେରା

0 17

ବାରିପଦା: ପୁଣି  ଆଉ ଜଣେ ଚାଲିଗଲେ କରୋନା ଯୋଦ୍ଧା ସାମ୍ବାଦିକ । କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି ଅସିତ ରାକୁମାର ବେହେରା ଆଉ ନାହାନ୍ତି। କରୋନାରେ ଆକ୍ରାନ୍ତ ହୋଇ ବାରିପଦା ସହରର ଏକ ଘରୋଇ ହସ୍ପିଟାଲରେ ଆଜକୁ ୧୦ ଦିନ ହେବ ଚିକିତ୍ସିତ ହେଉଥିଲେ, ହେଲେ ଆଜି ସକାଳ ୬.୧୫ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Leave A Reply

Your email address will not be published.