କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକ୍ସନ ଦେବା ନେଇ ଆସିଲା ନୂଆ ଗାଇଡ୍‌ଲାଇନ୍

0 6

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଆଜି ୧୯ ଜଣଙ୍କ ଜୀବନ ଯିବା ସହ ପଜିଟିଭ୍ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦେବା ନେଇ ଗୃହ ମନ୍ତ୍ରାଳୟ ଏସଓପି ଜାରି କରିଛନ୍ତି । ନୂଆ କରୋନା ଔଷଧ ଟୋସିଲିଜୁମାବ ଓ ଅନ୍ୟ ଔଷଧ ପାଇଁ ଏହି ଏସଓପି ଜାରି କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.