କଲରାପତରିଆ ବାଘର ୪ନଖ ,ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

0 23

ସମ୍ବଲପୁର  : ହୀରାକୁଦ ବନ୍ଯପ୍ରାଣୀ ବିଭାଗ ମିଳିଲା ବଡ଼ ସଫଳତା। କଲରପତରିଆ ବାଘର ୪ନଖ ,ବଜ୍ରକାପ୍ତା କାତିରୁ ତିଆରି ରିଙ୍ଗ ଓ ଜଙ୍ଗଲୀ କୁକୁରର ଚମଡା ଜବତ କରିଛି ବନ ବିଭାଗ। ତେବେ ଏହି ଘଟଣାରେ ସମ୍ବଲପୁରରୁ ଜଣକୁ ଗିରଫ କରିଛି ବନ ବିଭାଗ | ଆଗକୁ ମଧ୍ଯ ବନ୍ଯ ଜନ୍ତୁ ଶିକାର ନେଇ ଖବର ଦେଲେ ପୁରସ୍କାର ରାଶି ପାଇଁ ଘୋଷଣା କଲେ ହୀରୀକୁଦ ଓ୍ବାଇଲ୍ଡ ଲାଇଫ ଡିଏଫ ଅଂଶୁପ୍ରଜ୍ଞା ଦାଶ।

ସୂଚନା ଅନୁସାରେ, ଅଭିଯୁକ୍ତ ଶିକାରୀ ଜଣ କଲରାପତରିଆ ବାଘ ନଖକୁ ମହାବଳ ବାଘ କହି ବ୍ରିକି କରୁଥିବା ବେଳେ ବନ ବିଭାଗ ଧରିଛି। ସେପଟେ ଏହି ଶିକାର ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ରହିଛି ବନ ବିଭାଗ ତଦନ୍ତ ଚଳାଇଥିବା କହିଥନ୍ତି ଡିଏଫଓ। ଡେବ୍ରିଗଡରୁ ଏହି ସବୁ ଶିକାର ହୋଇଥିବା ଡିଏଫଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.