କେସିଙ୍ଗା ରେଳଷ୍ଟେସନରେ ଅମ୍ଳଜାନ ପରିବହନ ବେଳେ ଗ୍ୟାସ ଲିକ

0 9

କେସିଙ୍ଗା : ଟ୍ରେନ ଯୋଗେ ଅମ୍ଲଜାନ ପରିବହନ ବେଳେ କଂଟେନରରୁ ଅମ୍ଲଜାନ ନିର୍ଗତ । କେସିଙ୍ଗା ରେଳଷ୍ଟେସନ ନିକଟରେ କଂଟେନରରୁ ଅମ୍ଲଜାନ ନିର୍ଗତ ସୂଚନା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପଂହଚି ଏହି ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି । ୨୦ରୁ ଅଧିକ କଂଟେନରରେ ଅମ୍ଲଜାନ ଝାରୁସୁଗୁଡାଠାରୁ ରାୟଗଡା ଅଭିମୁଖେ ଯାଉଥିବାବେଳେ କେସିଙ୍ଗା ଷ୍ଟେସନ ନିକଟରେ ଲିକ ବିଷୟ ଜଣାପଡିଥିଲା । ଝାରୁସୁଗୁଡାରୁ ଏକ ଟିମ୍ କେସିଙ୍ଗା ଆସୁଥିବା ରେଳବାଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.