ଗଛରୁ ଡେଇଁ ବିଚାରଧିନ କଏଦୀଙ୍କ ଆତ୍ମହତ୍ୟା

0 1

କୋରାପୁଟ : କୋରାପୁଟ ଜେଲରେ ବିଚାରଧିନ କଏଦୀଙ୍କ ଆତ୍ମହତ୍ୟା । ଜେଲ ମଧ୍ୟରେ ଥିବା ଗଛରୁ ଡେଇଁ କଏଦୀଙ୍କ ଆତ୍ମ ହତ୍ୟା ଉଦ୍ୟମ କରିଥିଲେ ।  ଗୁରୁତର ଅବସ୍ଥାରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ଡାକ୍ତରଙ୍କ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଅପରାହ୍ନ ୪ ଟା ବେଳେ ଏହି ଘଟଣା ଘଟିଛି । ମୃତ କଏଦୀଙ୍କ ନାମ କେଶବ ମୁସୁକା ।  ତାଙ୍କ ଘର ଲକ୍ଷ୍ମୀପୁର ଥାନା କଣାପାଡିରେ ବୋଲି ଜଣାପଡିଛି ।

Leave A Reply

Your email address will not be published.