ଗ୍ରିନରେ ଚିଟଫଣ୍ଡ ଠକେଇ ମାମଲା ର ୨ ନିର୍ଦ୍ଦେଶକଙ୍କୁ ଉଠାଇନେଲା ସିବିଆଇ ଟିମ୍

0 4

ବାଲେଶ୍ୱର: ଗ୍ରିନରେ ଚିଟଫଣ୍ଡ ଠକେଇ ମାମଲାରେ ଜଳେଶ୍ୱରରୁ ୨ ଜଣ ନିର୍ଦ୍ଦେଶକଙ୍କୁ ଉଠାଇନେଲା ସିବିଆଇ ଟିମ। ଗିରଫ ନିର୍ଦ୍ଦେଶକ ଦ୍ୱୟ ହେଲେ ମିର ସଇମତ ଓରଫ କାଲୁ ଓ ମିର ଜମିରୁଦ୍ଦିନ ଓରଫ ଜମିର।

ଭୁବନେଶ୍ବର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ କାର୍ଯ୍ୟରତ ଡିଏସପି ଅଶୋକ କୁମାରଙ୍କ ନେତୃତ୍ୱରେ ଆସିଥିବା ଟିମରେ ୩ରୁ ଅଧିକ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।

Leave A Reply

Your email address will not be published.