ଗ୍ୟାଙ୍ଗଷ୍ଟର୍‌ ହାଇଦର ଏନ୍‌କାଉଣ୍ଟର ରେ ମୃତ୍ୟୁ

0 4

ଭୁବନେଶ୍ୱର, : ଗ୍ୟାଙ୍ଗଷ୍ଟାର ହାଇଦର ର ଏନ୍‌କାଉଣ୍ଟର୍‌  ରେ ମୃତ୍ୟୁ ହୋଇଛି । ହାଇଦର୍‌କୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ନେଉଥିବା ସମୟରେ ସେ ଖସି ଯିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ପୋଲିସ୍‌ ତା ଉପରକୁ ଗୁଳି ଚଳାଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିଲା। ବାଲେଶ୍ୱର- ବାରିପଦା ରାସ୍ତାରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି । ଆହାତ ହାଇଦରକୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ସେଠାରେ ସେ ମୃତ୍ୟୁ ବରଣ କରିଥିବାର ଜାଣିବାକୁ ମିଳିଛି । ତେବେ ଆନୁଷ୍ଠାନିକ  ଭାବେ ତାର ମୃତ୍ୟୁ ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.