ଜୀ ଓଡ଼ିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁଙ୍କ ପରଲୋକ

0 46

ଅନୁଗୁଳ :ପୁଣି  ଚାଲିଗଲେ ଜଣେ ଯୁବ ସାମ୍ବାଦିକ ।   ଜୀ ଓଡ଼ିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁ  ଙ୍କ   ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଆଜି (ଶୁକ୍ରବାର) ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୨୯ ବର୍ଷ ହୋଇଥିଲା । ତାଙ୍କ ଆକସ୍ମିକ ବିୟୋଗ ପରେ ସାମ୍ବାଦିକ  ଜଗତରେ ଶୋକର ଛାୟା ଖେଳିଯାଇଛି ।

ଆଦ୍ୟାଶା ନିଉଜ ପରିବାର ପକ୍ଷ ରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।  

Leave A Reply

Your email address will not be published.