ନଦୀ ରେ ବୁଡି ଯୁବକ ର ମୃତ୍ୟୁ

0 27

ନାକଟିଦେଉଳ :  ନଦୀ ରେ ସ୍ନାନ କରୁଥିବାବେଳେ ଜଣେ ଯୁବକ ର ମର୍ମନ୍ତୁଦ ମୃତ୍ୟୁ ଘଟିଥିବା ର ଏକ ଦୁଃଖଦ ଖବର ମିଳିଛି ।  ବାଟଗାଁ ଗ୍ରାମର ଝସ କେତନ ଦେହୁରୀ ୩୦ ବର୍ଷର ଯୁବକ କୁଞ୍ଜମୁରା ବିନ୍ଧେଶ୍ୱର୍ ବାବା ଶିବ ମନ୍ଦିରରେ ମନସ୍କାମନା ପୂରଣ ପାଇଁ ତପସ୍ୟାରତ ଥିଲେ ।    ଆଜି ଭୋରରୁ ଟିକିରା ନଦୀ କୂଳରେ ସ୍ନାନ କରୁଥିବା ସମୟରେ ଭାରସାମ୍ୟ ହରାଇ ନଦୀରେ ଭାସି ଯାଇ ମୃତ୍ୟୁ ବରଣ କରିଥିବା ଖବର  ମିିଳିଛି । ଉକ୍ତ ଘଟଣା  ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.