ନୂଆପଡା ଜିଲ୍ଲାପାଳଙ୍କ ଘରେ ଭାଲୁ ପଶି ଖାଇଲା ଆମ୍ୱ

0 50

ନୂଆପଡା : ନୂଆପଡାରେ ପୂଣି ଭାଲୁ ଆତଙ୍କ । ନୂଆପଡା ଜିଲ୍ଲାପାଳଙ୍କ ଘରେ ପଶି ଆମ୍ବ ଖାଇଲା ଭାଲୁ । ସୁରକ୍ଷା ଦୃଷ୍ଟିରୁ ଭାଲୁକୁ ଜଗିଛି ନୂଆପଡା ବନ ବିଭାଗ । ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ଭିତରେ ଭାଲୁ ବୁଲୁଥିବା ଦେଖି ବନ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ କର୍ମଚାରୀ ।

ସନ୍ଧ୍ୟା ପର୍ଯ୍ୟନ୍ତ ଭାଲୁକୁ ଜଗିବା ପରେ ଜନଶୁନ୍ୟ ହେଲେ ବାହାରକୁ ବାହାର କରିବା ବ୍ୟବସ୍ଥା ନେଇ ବନ ବିଭାଗର ସୂଚନା । ଗତ କିଛି ଦିନ ତଳେ ସ୍ଥାନିୟ ମୃତ୍ତିକା ସଂଗ୍ରକ୍ଷଣ କାର୍ଯ୍ୟାଳୟ ଭିତରେ ୧୫ ଘଣ୍ଟା ଧରି ଆତଙ୍କ ଦେଖାଇଥିଲା ଭାଲୁ । ଆମ୍ବ ଖାଇବା ଆଶାରେ ଭାଲୁଟି ସ୍ଥାନୀୟ ସାଲିହା ଜଙ୍ଗଲରୁ ଚାଲି ଆସୁଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.