ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ହେବେ ସିଦ୍ଧୁ, କ୍ୟାପଟେନ୍ ରହିବେ ମୁଖ୍ୟମନ୍ତ୍ରୀ

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ହେବେ ସିଦ୍ଧୁ, କ୍ୟାପଟେନ୍ ରହିବେ ମୁଖ୍ୟମନ୍ତ୍ରୀ

0 4

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସ ପାର୍ଟି ଭିତରେ ଚାଲିଥିବା କଳହ ଭିତରେ ହରିଶ ରାଓ୍ବତ ଦେଇଛନ୍ତି ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ। ହରିଶ ସଙ୍କେତ ଦେଇଛନ୍ତି ବ୍ୟକ୍ତିଗତ ମତଭେଦକୁ ଶେଷ କରିବାର ପର୍ମୁଲା ଖୋଜି ଦିଆଯାଇଛି। ଏହି ଫର୍ମୁଲା ଅନୁସାରେ,କ୍ୟାପଟେନ୍ ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିବେ। ସେଭଳି ଦଳ ପ୍ରତି ଅସନ୍ତୁ​‌ଷ୍ଟ ଥିବା ନଭଜୋତ ସିଦ୍ଧୁଙ୍କୁ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ କରାଯିବ। ଏହା ସହିତ ଦୁଇଟି ଓ୍ବାର୍କିଂ ପ୍ରେସିଡେଣ୍ଟ ମଧ୍ୟ ରଖାଯିବ। ସେମାନେ ହିନ୍ଦୁ ଓ ଦଳିତ ସମ୍ପ୍ରଦାୟର ରହିବେ। ଏହାକୁ ନେଇ ଅଫିସିଆଲ ଘୋଷଣା ଖୁବ୍ ଶୀଘ୍ର ହେବ।

Leave A Reply

Your email address will not be published.