ପରିବା ବୋଝେଇ ଟୋକେଇରେ ଗଞ୍ଜେଇ ଚାଲାଣ ,ଜବତ କଲା ଅବକାରୀ ବିଭାଗ

0 3

ଗଜପତି : ଗଜପତିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ । ପେଟ୍ରୋଲିଂ ସମୟରେ ଗଜପତିରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ଏକ ଟ୍ରକକୁ ତନଖି ସମୟରେ ପରିବା ଟୋକେଇ ଭର୍ତ୍ତି ହୋଇଥିବା ଟ୍ରକ ଭିତରେ ଗଞ୍ଜେଇ ଥିବା ଜାଣିପାରିଥିଲେ । ରା ଉଦୟଗିରି ଅଞ୍ଚଳରୁ ପାରଳାଖେମୁଣ୍ଡି ରାସ୍ତାରେ ଆସୁଥିବା ବେଳେ ଗାଡି ଜବତ କରି ତିନି ସନ୍ଦିଗ୍ଧଙ୍କୁ ଅଟକ ରଖିଛି ଅବକାରୀ ବିଭାଗ ।

Leave A Reply

Your email address will not be published.