ପୁଣି ନିରାଶ କଲେ ଦୌଡ ଦୂତି ଚାନ୍ଦ, ସପ୍ତମ ସ୍ଥାନରେ ରହିଲେ

0 15

ଟୋକିଓ, : ଆଜି ଟୋକିଓ ଅଲିମ୍ପିକ୍ସର ଦଶମ ଦିବସ ନିରାଶ କଲେ ଦୌଡ଼ ରାଣୀ ଦୂତି ଚାନ୍ଦ।ପୂର୍ବରୁ ୧୦୦ ମିଟର ଦୌଡରେ ନିରାଶ କରିଥିଲେ ପରେ ସୋମବାର ପୁଣି ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ୨୦୦ ମିଟର ଦୌଡରେ ବି ନିରାଶ କରିଛନ୍ତି । ୨୦୦ ମିଟର ଦୌଡରେ ୨୩.୮୫ ସେକେଣ୍ଡ ଅତିକ୍ରମ କରି ସପ୍ତମ ସ୍ଥାନରେ ରହିଛନ୍ତି। ୨୦୦ ମିଟର ଦୌଡରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨୩.୦୦ସେକେଣ୍ଡ ରହିଛି ।

Leave A Reply

Your email address will not be published.