ଫେସବୁକ କୁ ଟକ୍କର ଦେବ ଭାରତୀୟ ସୋସିଆଲ ମିଡିଆ WRAUTER

0 133

ସମ୍ବଲପୁର  : ବର୍ତମାନ ଦେଶ ଫେସବୁକ,ଟ୍ୱିଟର କୁ ନେଇ ଦେଶ ରେ ଅନେକ ସମସ୍ୟା ଦେଖା ଦେଉଛି | କେନ୍ଦ୍ର ସରକାର ଏହାକୁ ବ୍ୟାନ କରିବା ପାଇଁ ମଧ୍ୟ ଚିନ୍ତା କଲେଣି , ଏହି ସମୟ ରେ ପଶ୍ଚିମ ଓଡିଶା ସମ୍ବଲପୁର ଜିଲ୍ଲାର ଆଦ୍ୟାଶା ଇନଫୋଟେକ ପକ୍ଷ ରୁ WRAUTER ନାମକ ଏକ ଭାରତୀୟ ସୋସିଆଲ ମିଡିଆ ନିର୍ମାଣ କରାଯାଇଛି | ଏହା ର  ସ୍ରଷ୍ଟା ମାତ୍ର 14 ବର୍ଷ ର ଛାତ୍ର ଶ୍ରୀ ଆୟୁଷ ରଞ୍ଜନ  ରାଉତ ଙ୍କ କହିବା ଅନୁସାରେ ଏହା କୁ ବର୍ତମାନ ଏହା ଫେସବୁକ ର ଏକ ମାତ୍ର ବିକଳ୍ପ ଓ  ବର୍ତମାନ ଏଥି ରେ 8000 ବ୍ୟବହାରକାରି  ରହିଛନ୍ତି |

ଅତିଶୀଘ୍ର  ଜାତୀୟସ୍ତର ରେ  ଲୋକାର୍ପଣ  କରା ଯିବାକୁ ପ୍ରଚେଷ୍ଟା ଚାଲିଛି ବୋଲି ଆୟୁଷ ପ୍ରକାଶ କରିଛନ୍ତି |

ଏଠାରେ ସୂଚନାଯୋଗ୍ୟ ଯେ ଆୟୁଷ WRAUTER କୁ ଗତ 16 ଅକ୍ଟୋବର 2019 ରୁ ନିଜ ପ୍ରଚେଷ୍ଟା ଵାଲା ରେ ନିର୍ମାଣ କରି ଓଡିଶା ର ଗଣମାଧ୍ୟମ ରେ ବେଶ ଚର୍ଚିତ ହୋଇଥିଲେ |

 

https://play.google.com/store/apps/details?id=in.wrauter.app

Leave A Reply

Your email address will not be published.