ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି

0 17

ଭୁବନେଶ୍ୱର : ପୁଣି ୩ ମାସ ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ଏହି ଅବଧିକୁ ବଢାଇ ଦିଆଯାଇଛି। ପୂର୍ବରୁ ପାନ୍ ସହ ଆଧାର ଲିଙ୍କର ଡେଡଲାଇନ୍ ଜୁନ୍ ୩୦ ତାରିଖ ଥିଲା। ତେବେ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ମଧ୍ୟ ବହୁବାର ପାନ୍ ସହ ଆଧାର ଲିଙ୍କର ଅବଧିକୁ ବଢାଯାଇଥିଲା।

Leave A Reply

Your email address will not be published.