ବରିଷ୍ଠ ସାମ୍ବାଦିକ ପ୍ରଦୀପ ଘିୱାଲାଙ୍କ ଅକାଳ ବିୟୋଗ

0 32

ଅନୁଗୋଳ/ଆଠମଲ୍ଲିକ : ବଇଣ୍ଡା ଅଞ୍ଚଳର ଲୋକପ୍ରିୟ ସାମ୍ବାଦିକ, ସ୍ୱେଚ୍ଛାସେବୀ ତଥା ଆଇନଜୀବୀ ପ୍ରଦୀପ ଘିୱାଲାଙ୍କ ଦେହାନ୍ତ ହୋଇଯାଇଅଛି । ସେ ଦୀର୍ଘ ଦିନ ଧରି ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନ ସମୟରେ ତାଙ୍କର ଦେହାନ୍ତ ହୋଇଯାଇଅଛି । ଏଭଳି ଆକସ୍ମିକ ଭାବରେ ତାଙ୍କର ଦେହାନ୍ତ ଖରାପ ଶୁଣି ଜିଲ୍ଲା ସାମ୍ବାଦିକ ସମୂହ ଓ ବଇଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.