ବିଜୟ ବଲ୍ଲଭ  କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କର ମୃତ୍ୟୁ

0 11

ମୁମ୍ୱାଇ: କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିଜୟ ବଲ୍ଲଭ  କୋଭିଡ ହସ୍ପିଟାଲରେ ଏହି ଦୁର୍ଘଟଣା ଘଟିଛି। ଖବର ଲେଖାହେବା ସୁଦ୍ଧା ମୃତକଙ୍କ ପରିଚୟ ବାବଦରେ କୌଣସି ସୂଚନା ମିଳିପାରି ନାହିଁ।

ତେବେ ଅସମର୍ଥିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହସ୍ପିଟାଲରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ ଏହା ଏକ ଗଣମାଧ୍ୟମକୁ ଏହା କହିଛନ୍ତି। ହସ୍ପିଟାଲରେ ପାଣି ସିଞ୍ଚନକାରୀ ସାମଗ୍ରୀ ସହିତ କୌଣସି ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସେ କହିଛନ୍ତି।

Leave A Reply

Your email address will not be published.