ବିଧାୟକ ଙ୍କ ପ୍ରଚେଷ୍ଟା ରେ କୁଡାନାଳି ଗ୍ରାମ ରେ କରୋନା ଟୀକା କେନ୍ଦ୍ର ହେଲା

0 114

ନାକ୍ଟିଦେଉଳ :  ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ ର କୁଡାନାଳି ଗ୍ରାମ ରେ କରୋନା ଟୀକାକେନ୍ଦ୍ର ପାହେବା ଇଁ ଗ୍ରାମବାସୀ ଙ୍କ ପକ୍ଷ ରୁ ଦାବି ହେବାରୁ ରେଢ଼ାଖୋଲ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଇଂ ରୋହିତ ପୁଜାରୀ ଙ୍କ ହସ୍ତକ୍ଷେପ ଦ୍ୱାରା ଆଜି ପ୍ରଶାସନ ପକ୍ଷ ରୁ  ଗ୍ରାମ ରେ ଟୀକାକରଣ କେନ୍ଦ୍ର କରାଯାଇ ଗ୍ରାମବାସୀ ଙ୍କୁ ଟୀକା ଦିଆ  ଯାଇଛି ।

ବିଧାୟକ ଙ୍କ ଏତାଦୃଶ ତ୍ୱରିତ ପଦକ୍ଷେପ କୁ ସମସ୍ତ ଗ୍ରାମବାସୀ ଙ୍କ ପକ୍ଷ ରୁ କୃତଜ୍ଞତା ପ୍ରକାଶ କରା ଯାଇଛି ।

 

Leave A Reply

Your email address will not be published.