ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡି ରୁ ସସ୍‌ପେଣ୍ଡ

0 24

  ଭୁବନେଶ୍ୱର :   ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ସସ୍‌ପେଣ୍ଡ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ନାମରେ ବାଲୁଗାଁ NAC  କାର୍ଯ୍ୟାଳୟ ପରିସରରେ ବିଜେପି ନେତା ଙ୍କୁ ମାଡ ମରିଥିବା ଅଭିଯୋଗ ହୋଇଥିଲା । । ମାଡ ମାରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ । ବିଜେପି ଦଳର ବାଲୁଗାଁ NAC ର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।

ଏହାର ଭିଡିଓ ବି ଭାଇରାଲ୍‌ ହୋଇଥିଲା । ଏହାପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.