ମଦ ପିଇ ମାତାଲ ହେଇ ମଝି ରାସ୍ତାରେ ହଙ୍ଗାମା କଲେ ବାର ଡ୍ୟାନସର

0 18

ଭୁବନେଶ୍ବର :  ମଦ ପିଇ ମାତାଲ ହେଲେ ମଝି ରାସ୍ତାରେ ଗାଡ଼ି ଅଟକାଇ ହଙ୍ଗାମା କଲେ ଜଣେ ବାର ଡ୍ୟାନସର। କହିଲେ ପୋଲିସ ଓ ଡାକ୍ତର କାହାରିକୁ ବି ଛାଡିବିନି। ଗତକାଲି ରାତିରେ ରୂପାଲି ଛକରେ ମଦ୍ୟପ ଯୁବତୀଙ୍କ ଉନ୍ମତ କାଣ୍ଡ ଘଟାଇଥିଲେ। ଏହି ଘଟଣାରେ ଲେଡି ବାର ଡ୍ୟାନସରଙ୍କୁ ଗିରଫ କରିଛି ପୁଲିସ ।

ସୂଚନା ମୁତାବିକ,ଗତ କାଲି ନିଶାସକ୍ତ ଅବସ୍ଥାରେ ରୂପାଲି ଛକରେ ମଝି ରାସ୍ତା ଗାଡ଼ି ଅଟକାଇବା ସହ ହଙ୍ଗମା କରିଥିଲେ। ଲୁଦ୍ଧିଆନାର ଯୁବତୀ ବାର ଡ୍ୟାନ୍ସର ଭାବରେ ଭୁବନେଶ୍ବରେ କାମ କରନ୍ତି। ମୋବାଇଲ ଚୋରି କରି ହୋଟେଲରୁ ଫେରାର ହେବା ପରେ ଲୋକଙ୍କ ହାତରେ ଧରା ପଡିଲା ପରେ ରୂପାଲୀ ରାସ୍ତାରେ ଆତଙ୍କ ଖେଳେଇ ଥିଲେ ଯୁବତୀ I ଖୁସି ଶର୍ମା ନାମ ବାର ଡ଼୍ୟାନସାରକୁ ପୁଲିସକୁ ମାରପିଟ କରିବା ସହ ଧମକ ଅଭିଯୋଗରେ ଗିରଫ କରିଛି।

Leave A Reply

Your email address will not be published.