ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ,ଅଳ୍ପକେ ବର୍ତ୍ତିଲେ ସ୍ତ୍ରୀ

0 35

ଦେବଗଡ଼ : ସ୍ବାମୀ-ସ୍ତ୍ରୀ ସ୍କୁଟିରେ ଦେବଗଡ଼ ଡାକ୍ତରଖାନାକୁ ଯିବା  ବାଟରେ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଆରପାରିକୁ ଚାଲିଗଲେ ସ୍ବାମୀ, ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ତ୍ରୀ। ଏଭଳି ଦୁର୍ଘଟଣା ଘଟିଛି ଦେବଗଡ଼ ସହରର ୪୯ ନମ୍ବର ରାଜପଥର  ନିଳବେର୍ଣ୍ଣି ସାହି ସଂଯୋଗ କରୁଥିବା ବାଇପାସ୍ ଟ୍ରାଫିକ ଛକ ଠାରେ  ।

ଟ୍ରକ ଚାପାରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ରିଆମାଳ ବ୍ଲକ ବନାକାଲୋ ଗ୍ରାମର ବବଲୁ ପ୍ରଧାନ। ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ସେଠାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.