ରାଜସ୍ଥାନର ବିକାନେର୍‌ଠାରେ ୪.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ

0 9

ବିକାନେର୍‌: ଆଜି ସକାଳ ୭.୪୨ ସମୟରେ ରାଜସ୍ଥାନର ବିକାନେର୍‌ଠାରେ ୪.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଘଟିଯାଇଛି। ଏ ନେଇ ନେସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସେସମୋଲୋଜି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

ଏହି ଅଞ୍ଚଳରେ ଗତକାଲି ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ବିକାନେର୍‌ଠାରେ ଗତକାଲି ଭୋର୍‌ ୫.୨୪ ସମୟରେ ୫.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ‌ହୋଇଥିଲା।

Leave A Reply

Your email address will not be published.