ଲୋଇସିଂହାରେ ରେଳ ଧକ୍କାରେ ନାବାଳକର ମୃତ୍ୟୁ

0 8

ଲୋଇସିଂହା  : ଲୋଇସିଂହା ନିକଟସ୍ଥ ସାରେସମୁଣ୍ଡ ରେଲଲାଇନରେ ଆଜି ରେଳ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ଘଟିଛି । ରେସମୁଣ୍ଡା କୁ ଯିବା ପାଇଁ ରେଲୱେ ଭୂତଳ ରାସ୍ତା ରହିଛି । କିନ୍ତୁ ବର୍ଷା ହେଲେ ଉକ୍ତ ରାସ୍ତାରେ ପାଣି ଜମି ଯିବା ଫଳରେ ଲୋକେ ବାଧ୍ୟ ହୋଇ ରେଳ ଲାଇନ ପାର ହୋଇ ଯିବା ଆସିବା କରନ୍ତି । ତେବେ ଆଜି ସକାଳେ ଜଣେ ୧୨ବର୍ଷର ନାବାଳକ ରେଳ ଲାଇନ ପାର ହୋଇ ଯାଉଥିବା ବେଳେ ରେଳ ଧକ୍କାରେ ମୃତ୍ୟ ହୋଇଥିବା ଜଣାଯାଇଛି । ଫଳରେ ଉତ୍ତେଜନା ପ୍ରକାଶ ପାଉଥିବା ଖବର ମିଳିଛି ।

Leave A Reply

Your email address will not be published.