ସରକାରୀ ଉପ ମୂଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ କୋଭିଡ ପଜିଟିଭ

ଟ୍ୱିଟ କରି ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

0 62

ରେଢ଼ାଖୋଲ : ସରକାରୀ ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ କୋଭିଡ ପଜିଟିଭ ଥିବାର ଜଣା ପଡ଼ିଛି । ତାଙ୍କ ସହ ତାଙ୍କ ପିତା , ଭାଇ ଓ ପତ୍ନୀ ମଧ୍ୟ ପଜିଟିଭ ଥିବାର ଜଣା ପଡ଼ିଛି  ।

ତାଙ୍କର ଅସୁସ୍ଥତା ର ଖବର ପାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ  ଟ୍ୱିଟ କରି  ଆସୁ ଆରୋଗ୍ୟ କାମନା କରିଛନ୍ତି ।

ରେଢ଼ାଖୋଲ ଅଂଚଳର ଜଣ ସାଧାରଣ ମଧ୍ୟ ଶ୍ରୀଯୁକ୍ତ ପୂଜାରୀ ଓ ତାଙ୍କ ପରିବାର ସମସ୍ତ ସଦ୍ୟସ ଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.