ସେମିରେ ହାରିଲା ଭାରତୀୟ ପୁରୁଷ ହକି ଦଳ ,ଫାଇନାଲରେ ବେଲଜିୟମ୍

0 7

ଟୋକିଓ: ଟୋକିଓ ଅଲିମ୍ପିକ୍ସର ସେମି ଫାଇନାଲ ମୁକାବିଲା ଭାରତୀୟ ହକି ଦଳର ପରାଜୟ। ବେଲଜିୟମଠୁ ୨-୫ରେ ପରାସ୍ତ ହୋଇଛି ଭାରତୀୟ ଦଳ। ଏବେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବ। ୪୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ପୁରୁଷ ହକି ଦଳ।

ବିଶ୍ବ ଚମ୍ପିଆନ୍‌ ବେଲଜିୟମ୍‌ ଦଳ ଭାରତକୁ ମାତ୍‌ ଦେଇ ଟୋକିଓ ଅଲିମ୍ପିକ୍ସର ଫାଇନାଲକୁ ପ୍ରବେଶ କରିଛି। ଭାରତୀୟ ଦଳ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ।

Leave A Reply

Your email address will not be published.