ବିରଳ ବଜ୍ରକାପ୍ତା ଉଦ୍ଧାର

0
10

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଔପଦା ଅଞ୍ଚଳରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଦନ୍ତୁର ଫରେଷ୍ଟ ବିଟହାଉସ୍ ଅନ୍ତର୍ଗତ ଦାରିପୋଖରୀ ଗାଁ ନିକଟରେ ଥିବା ପୀଡ଼ାକଟା କେନାଲ ନିକଟରୁ ଏହି ବିରଳ ବଜ୍ରକାପ୍ତା ଉଦ୍ଧାର ହୋଇଛି ।

ଏହାର ଆନୁମାନିକ ଓଜନ ପ୍ରାୟ ୩ କିଲୋଗ୍ରାମରୁ ଅଧିକ ହେବ ବୋଲି ଜଣାଯାଇଛି। ସୋର ଫରେଷ୍ଟ ଗାର୍ଡ଼ ପ୍ରଦୀପ କୁମାର ରାଉତ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିବା ପରେ ସୋର ବନ୍ୟପ୍ରାଣୀ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here