ରାଉରକେଲାରେ ଭୟଙ୍କର ଅଗ୍ନିକାଣ୍ଡ

0
14

ରାଉରକେଲା: ରାଉରକେଲାସ୍ଥିତ ଉଦିତନଗର ହାଇସ୍କୁଲ ପଡ଼ିଆରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପଡ଼ିଆରେ ଥିବା ହଜାର ହଜାର ପ୍ଲାଷ୍ଟିକ୍ ପାଇପ୍‌ରେ ନିଆଁ ଲାଗି ଯାଇଛି। ଘଟଣାସ୍ଥଳରେ ୪ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିବା ଜଣାଯାଇଛି । ତେବେ ନିଆଁ କିପରି ଲାଗିଲା ସେ ନେଇ କିଛି ଜଣାପଡ଼ିନି ।  ଉଦ୍ଧାର ଓ ନିଆଁ ଲଗା କାର୍ଯ୍ୟରେ ୨ଟି ଜେସିବି ନିୟୋଜିତ ହୋଇଛନ୍ତି

LEAVE A REPLY

Please enter your comment!
Please enter your name here