ନାକଟିଦେଉଳ ପୋଲିସ ଦ୍ୱାରା ଦୁର୍ଦାନ୍ତ ଡକାୟତ ଗିରଫ

0 24

 

ନାକଟିଦେଉଳ :     ନାକ୍ଟିଦେଉଳ ପୋଲିସ  ଏକ ଆନ୍ତଃ ଜିଲ୍ଲା ଦୁର୍ଦାନ୍ତ ସମ୍ପତ୍ତି ଲୁଟୁଥିବା ଅପରାଧୀକୁ ଗିରଫ କରିଛି , ଯିଏ କି ସମ୍ବଲପୁର, ଅନୁଗୁଲ ଏବଂ ଦେବଗଡ ଜିଲ୍ଲାର ୧୦ ରୁ ଅଧିକ ଡକାୟତି, ରୋଡ୍ ଡକାୟତି ମାମଲାରେ ଜଡିତ ଥିଲା। ୩ ଟି ଜିଲ୍ଲାର ବିଭିନ୍ନ କୋର୍ଟରେ ୭ ଟି ୱାରେଣ୍ଟ ବିଚାରାଧୀନ ଥିଲା |

ଅଧିକ ତଥ୍ୟ ପାଇଁ ଅନୁସନ୍ଧାନ ଚାଲିଛି।

Leave A Reply

Your email address will not be published.