About us

ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଳ ବ୍ଲକର କୁଡାନାଳୀ ଗ୍ରାମରେ 29 ମଇ 2012 ରେ “ଆଦ୍ୟାଶା ନ୍ୟୁଜ୍ ” ଲଞ୍ଚ କରାଯାଇଥିଲା। ସ୍ମାର୍ଟଫୋନ୍ ଏବଂ ଟାବଲେଟ୍ ଯୁଗରେ, “ଆଦ୍ୟାଶା ନ୍ୟୁଜ୍” ଆପଣଙ୍କୁ ସୁବିଧାରେ ଖବର ଦେଖିବାର ସୁଯୋଗ ଦେଇଥାଏ | ଆପଣ ଯେଉଁଠାରେ ଥିଲେ ବି ଆମେ ଓଡିଶା ସହିତ ଆପଣଙ୍କ ର ଘନିଷ୍ଠ ସମ୍ପର୍କକୁ ମଜବୁତ କରିବୁ। ଆପଣଙ୍କ ପାଖରେ ଟିଭି ନଥିଲେ ବି , ଆପଣ ନିଜ ଗାଁ ଏବଂ ସହରରେ ଛୋଟ ଛୋଟ ଘଟଣାରୁ ଦୂରେଇ ରହିପାରିବେ ନାହିଁ। ଆପଣଙ୍କୁ ବୁଲେଟିନ୍ ପାଇଁ ଅପେକ୍ଷା କରିବା ଆବଶ୍ୟତା ନାହିଁ | ଆପଣ ଖାଲି ସମୟ ରେ, ନିଜ ଇଚ୍ଛାରେ, ଆପଣ ଆମ ମାଧ୍ୟମରେ ଦେଖିବାକୁ ଚାହୁଁଥିବା ସମ୍ବାଦ ଦେଖି ପାରିବେ |

SEND US A MESSAGE

Please insert contact form shortcode here!

class="bs-shortcode bs-text ">

CONTACT INFO

Head Office
At: Kudanali, Po: Ghosaramal
Sambapur,Odisha,India,768106

Phone: 7077599957 / 9853356701
Email: aadyashanews@gmail.com
Web: aadyashanewsman.in