Browsing Category

ଅପରାଧ

ଆମ୍ବ ଗଛରେ ଝୁଲୁଛି ଯୁବକଙ୍କ ମୃତ ଶରୀର, ଆତ୍ମହତ୍ୟା କରିଥିବା ସନ୍ଦେହ

ସୋର,  : ଆମ୍ଵ ଗଛରେ ଝୁଲୁଛି ଯୁବକଙ୍କ ମୃତ ଶରୀର। ବାଲେଶ୍ଵର ଜିଲ୍ଲା ସୋର ଥାନା ହାଟସାହିର ୩୫ ବର୍ଷୀୟ ଶରତ ନାଥଙ୍କ ମୃତଦେହ ଉଦ୍ଧାର ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଶୁକ୍ରବାର ରାତିରେ ଶରତ ନିଦରୁ ଉଠି ଆସି ନିଜ…
Read More...

୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ମୁଖ୍ୟ ଆସାମୀ ଗିରଫ

ପୁରୀ: ପୁରୀରୁ ପୁଣି ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବ୍ରାଉନସୁଗାର କିଙ୍ଗପିନ୍…
Read More...

ଦେବଗଡ଼ ରେ ବାଘଛାଲ, ହାତୀ ଦାନ୍ତ ଓ ବଜ୍ରକାପ୍ତା କାତି ଜବତ, ଜଣେ ଅଟକ

ଦେବଗଡ଼ : ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରାମରେ ଏସ୍‌ଟିଏଫ୍‌ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଗୁରୁବାର ରାତିରେ ଗୋଟିଏ ବାଘ ଛାଲ, ଗୋଟିଏ ହାତୀ ଦାନ୍ତ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି…
Read More...

ପ୍ରଜାକୋର୍ଟରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ଜଣେ ମହିଳାଙ୍କ ସମେତ ୩ ଜଣ ଜଣଙ୍କୁ ମାଓବାଦୀମାନେ ପ୍ରଜାକୋର୍ଟରେ ହତ୍ୟା କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର…
Read More...

ଛେଣ୍ଡିପଦା ପୋଲିସକୁ ବଡ ସଫଳତା , ମାଫିଆଙ୍କ ଦେଢ଼କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ଛେଣ୍ଡିପଦା : ଓଡ଼ିଶା ପୋଲିସ ଇତିହାସରେ ବଡ଼ ଘଟଣା । ନଭେମ୍ବର ୨୧ରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କରିଥିଲା ପୋଲିସ ।ତାହର ଏକ ମାସ ମଧ୍ୟରେ ସମସ୍ତ କାର୍ଯ୍ୟଅନୁଷ୍ଠାନ ନେବା ସହିତ ନିଶା ମାଫିଆଙ୍କ ଦେଢକୋଟିରୁ…
Read More...

ପୁଲ୍‌ୱାମାରେ ଏନ୍‌କାଉଣ୍ଟର୍ ; ୩ଜଣ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଆଜି ୩ ଜଣ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଏହି ଘମାଘୋଟ ଲଢ଼େଇରେ ଜଣେ ପାକିସ୍ତାନୀ ନାଗରିକ ପ୍ରାଣ ହରାଇଥିବା ବେଳେ ଜଣେ ପୋଲିସ…
Read More...

ଇନ୍‌ସ୍ୟୁରାନ୍ସରେ ବୋନସ୍ ମିଳିବ କହି ୯୫ଲକ୍ଷ ଟଙ୍କା ଲୁଟିଲେ ସାଇବର ଠକ

ଭୁବନେଶ୍ବର :  ପୁଣି  ସାଇବର ଠକ ଙ୍କ ଠକାମୀ ର ଶିକାର ହୋଇଛନ୍ତି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ।  ଏବେ ୯୫ଲକ୍ଷ ଟଙ୍କାର ଠକେଇ ସାମ୍ନାକୁ ଆସିଛି। ଠକେଇର ଶିକାର ହୋଇଛନ୍ତି, ଘାଟିକିଆ ବିପୁଲ୍ ଗାର୍ଡେନ୍‌ରେ ରହୁଥିବା…
Read More...

ପରିବା ବୋଝେଇ ଟୋକେଇରେ ଗଞ୍ଜେଇ ଚାଲାଣ ,ଜବତ କଲା ଅବକାରୀ ବିଭାଗ

ଗଜପତି : ଗଜପତିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ । ପେଟ୍ରୋଲିଂ ସମୟରେ ଗଜପତିରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ଏକ ଟ୍ରକକୁ ତନଖି ସମୟରେ ପରିବା ଟୋକେଇ ଭର୍ତ୍ତି ହୋଇଥିବା ଟ୍ରକ ଭିତରେ…
Read More...

ଅଖା ଭିତରୁ ମିଳିଲା ମହିଳାଙ୍କ ମୃତଦେହ, ୩ ଅଟକ

ଜଗତସିଂହପୁର : ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ଏରସମା ଥାନା କୁଂଜକୋଠି ଅଜଗର ବେଦୀ ଗାଁରୁ ଠାବ ହୋଇଛି ମୃତଦେହ । ମୃତ ମହିଳାଙ୍କ ନାମ ବେଦୀ ଗାଁର ତୁଳସୀ ମଣ୍ଡଳ ବୋଲି ଜଣାପଡିଛି । ଖବର…
Read More...

ପୋଖରୀରୁ ମିଳିଲା ଅଜଣା ମହିଳାଙ୍କ ଉଲଗ୍ନ ମୃତଦେହ

ମୁନିଗୁଡା : ପୋଖରୀରୁ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କୁରୁମାଯୋଡି ଗାଁ ନିକଟ ଏକ ପୋଖରୀରୁ ମହିଳାଙ୍କ ଉଲଗ୍ନ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି…
Read More...