Browsing Category

ଅପରାଧ

ଦୁଷ୍କର୍ମ ଘଟଣା: ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ସମେତ ୩ ଜଣ ଦୋଷୀ ସାବ୍ୟସ୍ତ, ନଭେମ୍ବର ୧୨ରେ…

ଲକ୍ଷ୍ନୌ: ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ଅଖିଳେଶ ଯାଦବଙ୍କ ଦଳର ଖନନ ମନ୍ତ୍ରୀ ଥିବା ଗାୟତ୍ରୀ ପ୍ରସାଦ ପ୍ରଜାପତି। ତାଙ୍କ ସହିତ ଅନ୍ୟ ଦୁଇ ଜଣ ମଧ୍ୟ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…
Read More...

ଗୁଳି କରି ମେଡିସିନ୍‌ ଦୋକାନରୁ ଟଙ୍କା ଏବଂ ମୋବାଇଲ୍‌ ଲୁଟ

ଭଦ୍ରକ : ଗୁଳି କରି ମେଡ଼ିସିନ ଦୋକାନରୁ ଲୁଟ । ଆରଡ଼ି ଛକ ନିକଟ ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରୁ ଲୁଟ ହୋଇଛି । ୩ଟି ମୋବାଇଲ ସହ ଟଙ୍କା ନେଇଯାଇଛନ୍ତି ଲୁଟେରା। ମିଳିଥିବା ସୂଚନା ଅନୁସାରେ, ୩ଟି ବାଇକରେ ୯ ଜଣ ଆସି ଗୁଳି…
Read More...

ଶେଷ ହେଲା ଭିଜିଲାନ୍ସ ଚଢ଼ାଉ, ପ୍ରତାପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ , ତାଙ୍କୁ ଅଟକ ରଖି ଭିଜିଲାନ୍ସ ର ପଚରାଉଚୁରା

ଭୁବନେଶ୍ୱର : ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉ ଶେଷ ହୋଇଛି | କାଲିଠାରୁ ଭିଜିଲାନ୍ସର ଚଢ଼ାଉ ପରେ ସମ୍ପତ୍ତିର ମୂଲ୍ୟାୟନ ଚାଲିଥିଲା | ପ୍ରତାପଙ୍କ ବ୍ୟାଙ୍କ…
Read More...

ଦୁଇ ଘଣ୍ଟା ଭିତରେ ଚୋରି ସିମେଣ୍ଟ ବୋଝେଇ ଡମ୍ପର ଧରିଲା ପୁଲିସ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମାଟିଗେଟରୁ ଚୋରି ହୋଇଥିବା ଏକ ସିମେଣ୍ଟ ବୋଝେଇ ଡମ୍ପରକୁ ରାଜଗାଙ୍ଗପୁର ପୁଲିସ ଧରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ ଗତ ରାତ୍ରୀ ପ୍ରାୟ ୯ ଟା ସମୟରେ ଏକ ଡ଼ମ୍ଫର (ଓଆର…
Read More...

ଅନୀଲ ଦେଶମୁଖଙ୍କ ‘ଇଡି’ ହାଜତ ରହଣି ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିଚାର ବିଭାଗୀୟ ହାଜତ ରହଣି ପାଇଁ ଶନିବାର ଦିନ ସ୍ବତନ୍ତ୍ର ଅଦାଲତ ଦେଇଥିବା ଆଦେଶକୁ ରବିବାର ଦିନ ବମ୍ବେ ହାଇକୋର୍ଟ ଖାରଜ କରିବା ସହ ତାଙ୍କୁ ନଭେମ୍ବର ୧୨…
Read More...

ସରକାର ଆଣୁଛନ୍ତି ଗୁଣ୍ଡା ଆଇନ

ଭୁବନେଶ୍ୱର,: ଆଉ ଖସି ପାରିବେନି ଦୁର୍ଦ୍ଦାନ୍ତ ଅପରାଧୀ । ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଛୋଟମୋଟ ଦଫା ଆଳରେ ସ୍ୱଳ୍ପ ସଜ୍ଜା କାଟି ପୁଣି ଆତଙ୍କ ଖେଳାଇ ପାରିବେନି । ଏମାନଙ୍କୁ ସାବାଡ୍‌ କରିବାକୁ ସରକାର ଆଣୁଛନ୍ତି…
Read More...

ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଆତ୍ମଘାତୀ ଆକ୍ରମଣ, ୫ ଆହତ

ନୂଆଦିଲ୍ଲୀ,  : ଇରାକର ପ୍ରଧାନମନ୍ତ୍ରୀ ବାସଭବନ ଉପରେ ରବିବାର ସକାଳୁ ଆତ୍ମଘାତୀ ଆକ୍ରମଣ। ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ-କଦିମୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ଅଳ୍ପକେ ବର୍ତ୍ତି…
Read More...

ସାନ ଭାଇର ବୋମା ମାଡ଼ରେ ଆହତ ବଡ଼ ଭାଇ ମୃତ

ନୟାଗଡ଼  : ସାନ ଭାଇର ବୋମା ମାଡ଼ରେ ଆହାତ ବଡ଼ ଭାଇ ଚିକିତ୍ସାଧିନ ଅବସ୍ଥାରେ ମୃତ। ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ବାହାଡ଼ାଝୋଲା ଟ୍ରାଫିକ୍ ପୋଷ୍ଟ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ବଡ ଭାଇ ହେଲେ ପ୍ରଦୀପ ନାୟକ।…
Read More...

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ମାଫିଆ ଫେରାର୍

ଲମତାପୁଟ  : ଲମତାପୁଟ ପୋଲିସକୁ ବଡ଼ ସଫଳତା। ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ୟାକିଂ ଚାଲିଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ। କୋରାପୁଟ ଜିଲ୍ଲା ଜବାଗଡ ଗ୍ରାମ ନିକଟ ଜଙ୍ଗଲ ନଦୀ ତୁଠରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ…
Read More...

ଘରୁ ଡାକିନେଇ ଯୁବକଙ୍କୁ ପଥର ଓ ମଦ ବୋତଲରେ ଛେଚି ହତ୍ୟା

ଝାରସୁଗୁଡା : ଯୁବକଙ୍କୁ ପଥର ଓ ମଦ ବୋତଲରେ ଛେଚି ହତ୍ୟା ଅଭିଯୋଗ । ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଗୁରୁବାର ଦୀପାବଳି ଅବସରରେ କୁମ୍ଭାରୀ ଗାଁର…
Read More...