Browsing Category

ଖବର ଏବେ ଏବେ

ଅପରେସନ ଗ୍ରୀନ୍‌ କ୍ଲିନ୍‌, ୨୧ କୋଟିର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ

ମୋହନା   : ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ । ଆର. ଉଦୟଗିରି ଥାନା ଅନୁଗୁର ନାଉଡିପଦର ଗାଁ ନିକଟରେ ଚଢ଼ାଉ କରି ପ୍ରାୟ ୧୦୬ ଏକର ଜମିରେ  ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ…
Read More...

ଜେଲରୁ ବାହାରିଲା ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର : ଦାଦାବାଟି ଆଦାୟ ମାମଲାରେ ଗିରଫ ହୋଇଥିବା ଗାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଜାମିନ ମିଳିଛି । ୧୪ ମାସ ପରେ ରାଜା ଗତକାଲି ସନ୍ଧ୍ୟାରେ ଝାରପଡ଼ା ଜେଲରୁ ମୁକୁଳିଛି । ସରକାରୀ ଜମିରେ ଘର କରିଥିବା ଜଣେ ଲୋକଙ୍କୁ…
Read More...

କ୍ରାଶ ହୋଇଗଲା ବିମାନ, ବାପା’ମା ଓ ପୁଅ ସମେତ ୯ ମୃତ

ସାଣ୍ଟୋ ଡୋମିନଗୋ: ଡୋମିନିକାନ୍ ରିପବ୍ଲିକର ରାଜଧାନୀ ସାଣ୍ଟୋ ଡୋମିଙ୍ଗୋରେ ଗୋଟିଏ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଲାସ୍ ଆମେରିକାସ ବିମାନ ବନ୍ଦରରେ ଜରୁରୀ ଅବତରଣ କରୁଥିବା ଗୋଟିଏ ଘରୋଇ ଯାତ୍ରୀବାହୀ ବିମାନ…
Read More...

ଶେଷ ହେଲା ଭିଜିଲାନ୍ସ ଚଢ଼ାଉ, ପ୍ରତାପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ , ତାଙ୍କୁ ଅଟକ ରଖି ଭିଜିଲାନ୍ସ ର ପଚରାଉଚୁରା

ଭୁବନେଶ୍ୱର : ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢ଼ାଉ ଶେଷ ହୋଇଛି | କାଲିଠାରୁ ଭିଜିଲାନ୍ସର ଚଢ଼ାଉ ପରେ ସମ୍ପତ୍ତିର ମୂଲ୍ୟାୟନ ଚାଲିଥିଲା | ପ୍ରତାପଙ୍କ ବ୍ୟାଙ୍କ…
Read More...

ଟ୍ରକକୁ ପଛ ପଟୁ ପିଟିଲା ବସ୍‌ ,୧୫ ରୁ ଅଧିକ ଆହତ

ଛେଣ୍ଡିପଦା : ଟ୍ରକକୁ ପିଟିଲା ବସ୍‌ ,୧୫ ରୁ ଅଧିକ ଆହତ ।  ଅନୁଗୁଳ ୬୩ ନମ୍ବର ଜାତୀୟ ରାଜପଥ ଜିନ୍ଦଲ ଠାରେ ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ବସ୍‌ । ଯାହାଫଳରେ ୫ଜଣ ଆହତ ହୋଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ…
Read More...

ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ ଶିବାଜୀ ମାଝୀ

ଲାଞ୍ଜିଗଡ଼ : ଦୁଇ ଦିନ ତଳେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଶିବାଜୀ ମାଝୀ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ଅବସରରେ ବିଜେଡିରେ ଯୋଗ…
Read More...

ନିଜ ନିର୍ବାଚନମଣ୍ଡଳୀ ରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଭବାନୀପାଟଣା: ଜୁନାଗଡ଼ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିବାର ଖବର ମିଳିଛି। ମନ୍ତ୍ରୀଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଥିଲେ। ନିଜ ନିର୍ବାଚନମଣ୍ଡଳୀରେ ହଟହଟା ହେଲେ…
Read More...

ଭିଜିଲାନ୍ସ କବଜା ରେ ନିମାପଡ଼ା ତହସିଲଦାର

ପୁରୀ :  ପୁରୀ ନିମାପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ  । ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଚଢ଼ାଉ  ହୋଇଥିବା ସୂଚନା ମିଳିଛି । ତହସିଲଦାରଙ୍କଠାରୁ ପ୍ରଥମେ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ୪…
Read More...

ଆର୍ଥର୍‌ ରୋଡ୍‌ ଜେଲ୍‌ରୁ ମୁକୁଳିଲେ ଆର୍‌ୟନ୍‌ ଖାନ୍‌

ମୁମ୍ବାଇ: ଜାମିନ ପ୍ରକ୍ରିୟା ଶେଷ ହେବା ପରେ ଆଜି ପୂର୍ବାହ୍ନରେ ଆର୍‌ୟନ୍‌ ଖାନ୍‌ଙ୍କ ଆର୍ଥର୍‌ ରୋଡ୍‌ ଜେଲ୍‌ରୁ ମୁକୁଳିଛନ୍ତି। ଏହା ପୂର୍ବରୁ ଶାହାରୁଖ୍‌ ଖାନ୍‌ଙ୍କ ଅଙ୍ଗରକ୍ଷୀ ରବି ମଧ୍ୟ ଆର୍ଥର୍‌ ରୋଡ୍‌ ଜେଲ୍‌ରେ…
Read More...

ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଙ୍କ ଜାମିନ ମଞ୍ଜୁର କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ:  କୋର୍ଡିଲିଆ ଡ୍ରଗ୍ସ ମାମଲାରେ ଫସିଥିବା ଶାହାରୁଖ ଖାନ ପୁଅ ଆର୍ଯ୍ୟନଙ୍କୁ ମିଳିଲା ବେଲ୍, ଆର୍ଯ୍ୟନଙ୍କ ଜାମିନ ମଞ୍ଜୁର କଲେ ବମ୍ବେ ହାଇକୋର୍ଟ
Read More...