Browsing Category

ଖେଳ

ଟୋକିଓ ଅଲମ୍ପିକ୍ସ : ବକ୍ସିଂରେ ପଦକ ନିଶ୍ଚିତ କଲେ ଲଭ୍‌ଲିନା

ଟୋକିଓ: ଇତିହାସ ରଚିଲେ ଭାରତୀୟ ମହିଳା ବକ୍ସର। କମାଲ କଲେ ଆସାମର ପ୍ରଥମ ମହିଳା ବକ୍ସର। ଅଲିମ୍ପିକ୍ସରେ ପଦକ ନିଶ୍ଚିତ କଲେ ୨୩ ବର୍ଷିୟ ଲଭ୍‌ଲିନା ବୋର୍ଗୋହେନ। ବିଶ୍ବ କ୍ରୀଡ଼ା ମହାକୁମ୍ଭ ‘ଅଲିମ୍ପିକ୍ସ’ର ୮ମ ଦିନରେ ମହିଳା…
Read More...

୮୮ ବର୍ଷରେ ମହାନ୍‌ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ନନ୍ଦୁ ନାଟେକରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବୁଧବାର ସକାଳେ କିଂବଦନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ନନ୍ଦୁ ନାଟେକରଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଟେନିସ୍‌ କୋର୍ଟରେ ନାଟେକରଙ୍କ ପ୍ରଦର୍ଶନ ଥିଲା…
Read More...

ଟୋକିଓ ଅଲିମ୍ପିକ ରେ ମୁଷ୍ଟିଯୋଦ୍ଧା ମେରି କମ ମିଗୁଏଲିନା ହର୍ଣ୍ଣାଡିଜ୍ ଗାର୍ସିଆଙ୍କୁ ହରାଇ ପ୍ରି-କ୍ୱାର୍ଟରରେ…

ନୂଆଦିଲ୍ଲୀ, : ଟୋକିଓ ଅଲିମ୍ପିକରେ  ଭାରତର ଷ୍ଟାର ମହିଳା ବକ୍ସର ମ୍ୟାରି କମ୍ ଖୁବ୍ ସୁନ୍ଦର ଖେଳ ପ୍ରଦର୍ଶନ କରିଛନ୍ତି। ତୃତୀୟ ଦିନରେ ମ୍ୟାରିକମ୍ ନିଜର ପ୍ରତିଦ୍ବନ୍ଦୀ ମିଗୁଏଲିନା ହର୍ନାଡିଜ୍ ଗାର୍ସିୟାଙ୍କୁ ୪-୧ ରେ…
Read More...

ଅଲିମ୍ପିକ୍ ପଦକ ବିଜେତା ମୀରାବାଇ ଚାନୁଙ୍କ ପାଇଁ ଲାଇଫଟାଇମ୍ ପିଜା ଫ୍ରୀ କଲା ଡୋମିନୋସ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ଭାରୋଉତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ ରେ ପ୍ରଥମ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାସହିତ ସେ ଭାରତକୁ ଗର୍ବ ଓ ଗୌରବ ଆଣିଛନ୍ତି । ସେ ୪୯ କେଜି ବର୍ଗରେ ଏହି ସଫଳତା ହାସଲ କରି…
Read More...

ଟୋକିଓ ଅଲିମ୍ପିକରେ ଭାରତର ବିଜୟ ଅଭିଯାନ ଆରମ୍ଭ କଲେ ମୀରାବାଈ ଚାନୁ

ଜାପାନ : ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ । ଭାରତ୍ତୋଳକରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳକରେ ସେ ଏହି ପଦକ ହାସଲ…
Read More...

ହକିରେ ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ହରାଇଲା ଭାରତ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି। ଆଜି ପ୍ରଥମ ମୁକାବିଲାରେ ଦେଖିବାକୁ ମିଳିଛି ଭାରତର ଦମଦାର ବିଜୟ। ଅଲିମ୍ପିକ୍ସରେ ଭାରତର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ…
Read More...

ୱାର୍ଲଡ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଏଭରେଷ୍ଟ୍ ବିଜେତା ଯୋଗବ୍ୟାସ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ରୁପ୍ରା ଗ୍ରାମର ଆନ୍ତର୍ଜାତିକ ପର୍ବତାରୋହୀ ତଥା ଏଭରେଷ୍ଟ୍ ବିଜେତା ଯୋଗବ୍ୟାସ ଭୋଇ ଆଉ ଏକ କୃତିତ୍ବ ତଥା ସଫଳତା  ଅର୍ଜନ କରିପାରିବା ସହିତ ଓଡିଶା ପାଇଁ ଗର୍ବ ଓ ଗୌରବ…
Read More...

ଚେସ୍‌ ବିଶ୍ୱକପ୍‌-୨୦୨୧: ଫତାଲିଏଭାଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ ଏଣ୍ଟ୍ରି କଲେ ଚେସ୍‌ କୁଇନ୍‌ ପଦ୍ମିନୀ ରାଉତ

ଭୁବନେଶ୍ୱର, ଓଡ଼ିଶାର ଇଣ୍ଟନ୍ୟାସନାଲ ମାଷ୍ଟର (ଆଇଏମ୍‌) ପଦ୍ମିନୀ ରାଉତ ସୋଚିରେ ଚାଲିଥିବା ମହିଳା ଚେସ୍‌ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଥମ ଦିବସରେ ସୋମବାର ଦିନ ଆଜରବାଇଜାନର ମହିଳା…
Read More...

ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମାଙ୍କର ଆଜି ନୂଆଦିଲ୍ଲୀରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ସେ ୧୯୮୩ ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିଲେ। ଯଶପାଲ…
Read More...

ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା କ୍ରିକେଟ୍ ସିରିଜ୍

ମୁମ୍ବାଇ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସିରିଜ୍ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ପୂର୍ବରୁ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ଏହି ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାର ଥିଲା । କିନ୍ତୁ…
Read More...