Browsing Category

ଦୁର୍ଘଟଣା

ଦେବଗଡ଼ ରେ ବୃଦ୍ଧକୁ ଦଳିଦେଲା ହାତୀ

ଦେବଗଡ଼:  ଆଜି ସକାଳେ  ଦେବଗଡ଼ ଜିଲ୍ଲା ର   ଦେବଗଡ଼  ଥାନା ଅନ୍ତର୍ଗତ ସାଲୋହୀ ଗ୍ରାମରେ   ହାତୀ  ଆକ୍ରମଣରେ   ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଜୟରାମ କିଷାନ। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଥାନା…
Read More...

କ୍ରସରରେ ଦୁର୍ଘଟଣା: ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଦିଗପହଣ୍ଡି: ଆନ୍ଧ୍ର ପ୍ରଦେଶର ଏକ କ୍ରସର ୟୁନିଟରେ କାମ କରୁଥିବା ବେଳେ ଦୁର୍ଘଟଣା ଘଟି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ମୃତ ବ୍ୟକ୍ତି ଦୁଇ ଜଣ ଗଞ୍ଜାମ ଜିଲ୍ଲା…
Read More...

ଖେଳୁଥିବା ବେଳେ ଫାଟିଲା ବ୍ୟାଟେରୀ, ୨ଭାଇ ଗୁରୁତର

ବାଲେଶ୍ୱର : ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଧୋବଶିଳା ଗାଁରେ ଘଟିଛି ଏହି ଘଟଣା ।…
Read More...

ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ନାଳକୁ ଖସି ପଡିଲା ବସ୍, ୯ ମୃତ

ପଶ୍ଚିମ ଗୋଦାବରୀ  : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ବୁଧବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅନ୍ୟ ଏକ ଗାଡିକୁ ଅତିକ୍ରମ କରିବା ବେଳେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଏକ ନାଳକୁ ଖସି…
Read More...

ଅଜଣା ଗାଡ଼ି ଧକ୍କାରେ ସାନ ଭାଇ ମୃତ, ଗୁରୁତର ବଡ଼ ଭାଇ ହସ୍ପିଟାଲରେ ଭର୍ତ୍ତି

ନୂଆପଡା : ଅଜଣା ଗାଡି ଧକ୍କାରେ ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ବଡ଼ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବଡ଼ଭାଇଙ୍କୁ ଉଦ୍ଧାର କରି ନିକଟସ୍ଥ ଖଡିଆଳ ମେଡିକାଲରେ ଭର୍ତ୍ତି କରାଯାଇଛି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ…
Read More...

ଟ୍ରକକୁ ପଛ ପଟୁ ପିଟିଲା ବସ୍‌ ,୧୫ ରୁ ଅଧିକ ଆହତ

ଛେଣ୍ଡିପଦା : ଟ୍ରକକୁ ପିଟିଲା ବସ୍‌ ,୧୫ ରୁ ଅଧିକ ଆହତ ।  ଅନୁଗୁଳ ୬୩ ନମ୍ବର ଜାତୀୟ ରାଜପଥ ଜିନ୍ଦଲ ଠାରେ ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ବସ୍‌ । ଯାହାଫଳରେ ୫ଜଣ ଆହତ ହୋଇଥିବା ବେଳେ ୫୦ରୁ ଅଧିକ ଯାତ୍ରୀ ଅଳ୍ପକେ…
Read More...

ବାଇକ୍ ଦୁର୍ଘଟଣାରେ ୩ ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର: କେଉଁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ତିନିଟି ବିଭିନ୍ନ ସମୟରେ ବାଇକ୍ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଛି।  ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମିଳିଥିବା…
Read More...

ଛେଣ୍ଡିପଦା ତହସିଲ ସବରେଜିଷ୍ଟାର କିରାଣିଙ୍କର ଗଛରେ ପିଟିହୋଇ ମୃତ୍ୟ

ଛେଣ୍ଡିପଦା:  ଅନୁଗୋଳ ଜିଲା ନିଶାଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅନୁଗୋଳ-ଛେଣ୍ଡିପଦା ୬୩ନଂ ରାଜ୍ୟରାଜପଥର କଙ୍କରେଇ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ନାଳ ନିକଟସ୍ଥ ବୁଲାଣିରେ ଗଛରେ ବଡେଇ ହୋଇ ଛେଣ୍ଡିପଦା ସବରେଜିଷ୍ଟାର କିରାଣିଙ୍କର…
Read More...

ପୁରୀ ମୁଖ୍ୟ କେନାଲକୁ କାର୍ ଖସି ନିଖୋଜ ଥିବା ଜଣଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ଏବେବି ନିଖୋଜ

ବାଲିପାଟଣା : ବାଲିଅନ୍ତା ଅଟଳା ସ୍ଥିତ ପୁରୀ ମୁଖ୍ୟ କେନାଲକୁ କାର୍ ଖସିବା ଘଟଣାରେ ନିଖୋଜ ଥିବା ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ବାଲିଅନ୍ତା ଅଗ୍ନିଶମ କେନ୍ଦ୍ର ସାମ୍ନା ପୁରୀ ମୁଖ୍ୟ କେନାଲରେ ଲାଗିଥିଲା । ପରେ…
Read More...

କାର୍ ଧକ୍କାରେ ସାଇକେଲ ଆରୋହୀ ମୃତ

ପଦମପୁର  : ସାଇକଲ ଆରୋହୀଙ୍କୁ ଧକ୍କାଦେଲା କାର । ଘଟଣା ସ୍ଥଳରେ ସାଇକଲ ଆରୋହୀଙ୍କ ମୄତ୍ୟ । ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ । ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ମେଲଛାମୁଣ୍ଡା ଥାନା ସନିମାଲ ଗାଁ ଛକରେ ।…
Read More...