Browsing Category

ବିଦେଶ

ଆଉ ମାଗଣା ନୁହେଁ ଇନଷ୍ଟାଗ୍ରାମ୍ ,ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ, : ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର । ଇନ୍‌ଷ୍ଟା ଆକାଉଣ୍ଟ ପରିଚାଳନା ଲାଗି ମାସକୁ ୮୯ ଟଙ୍କା ଦେବାକୁ ପଡ଼ିପାରେ । ତେବେ ଏ ବାବଦରେ ଏହି ସୋସିଆଲ ମିଡିଆ ତରଫରୁ ଔପଚାରିକ ଭାବେ କିଛି ଘୋଷଣା…
Read More...

ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଆତ୍ମଘାତୀ ଆକ୍ରମଣ, ୫ ଆହତ

ନୂଆଦିଲ୍ଲୀ,  : ଇରାକର ପ୍ରଧାନମନ୍ତ୍ରୀ ବାସଭବନ ଉପରେ ରବିବାର ସକାଳୁ ଆତ୍ମଘାତୀ ଆକ୍ରମଣ। ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ-କଦିମୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ଅଳ୍ପକେ ବର୍ତ୍ତି…
Read More...

ହ୍ୱାଟ୍‌ସଆପ୍‌ ଆଣିଲା ନୂଆ ସୁବିଧା, ଏକାଧିକ ଡିଭାଇସ୍‌ରେ ଖୋଲିବ ଆକାଉଣ୍ଟ

ନୂଆଦିଲ୍ଲୀ : ମେସେଜିଙ୍ଗ୍‌ ଆପ୍‌ ହ୍ୱାଟ୍‌ସଆପ୍‌ ଏହାର ବ୍ୟବହାରକାରୀଙ୍କ ପାଇଁ ନୂଆ ସୁବିଧା ଆଣିଛି । ଏହି ସୁବିଧା ଦ୍ୱାରା ବ୍ୟବହାରକାରୀ ନିଜ ଆକାଉଣ୍ଟକୁ ଏକାଧିକ ଡିଭାଇସ୍‌ରେ ଆକ୍ସେସ୍‌ ବା ଲଗ୍‌ଇନ୍‌ କରିପାରିବେ ।…
Read More...

ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ସ୍କଟ୍‌ଲାଣ୍ଡକୁ ଭେଟିବ ଭାରତ, ବିରାଟ ବାହିନୀ ପାଇଁ ‘କର ବା ମର’ ମୁକାବିଲା

ଆବୁଧାବି: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍‌(ଗ୍ରୁପ୍‌-୨)ରେ ଆଜି ସ୍କଟ୍‌ଲାଣ୍ଡକୁ ଭେଟିବ ଭାରତ । ସଂଧ୍ୟା ୭ ଟା ୩୦ରେ ଦୁବାଇରେ ଖେଳାଯିବ ମ୍ୟାଚ୍। ବଡ ବ୍ୟବଧାନରେ ସ୍କଟଲାଣ୍ଡକୁ ହରାଇ କିଛି କରିସ୍ମା…
Read More...

୨୦୩୦ ସୁଦ୍ଧା ୧,୦୦୦ ପରମାଣୁ ଯୁଦ୍ଧାସ୍ତ୍ର ରଖିବାକୁ ଯୋଜନା କରୁଛି ଚୀନ୍‌: ରିପୋର୍ଟ

ୱାଶିଂଟନ୍‌: ଆମେରିକାର ପେଣ୍ଟାଗନ୍‌ ଦ୍ୱାରା ପ୍ରକାଶିତ ଏକ ନୂତନ ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ୍‌ ଆକ୍ରମଣାତ୍ମକ ଭାବେ ଏହାର ପରମାଣୁ ଯୁଦ୍ଧାସ୍ତ୍ର ବିସ୍ତାର କରୁଛି ଏବଂ ଏହାର ପରମାଣୁ ସମ୍ପ୍ରସାରଣକୁ ସମର୍ଥନ କରିବା…
Read More...

ଭାରତ ଜିତିଲା, ପାକିସ୍ତାନ କାନ୍ଦିଲା

ନୂଆଦିଲ୍ଲୀ: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ବିଜୟର ସ୍ୱାଦ ଚାଖିଛି। ଭାରତ ତା’ର ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୬୬ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପରେ ଭାରତର…
Read More...

ବିବାହରେ ଗୀତ ବାଜିବାରୁ ୧୩ଜଣଙ୍କୁ ଗୁଳି କରି ହତ୍ୟା

କାବୁଲ: ବିବାହରେ ଗୀତ ବାଜିବାରୁ ଆଖିବୁଜା ଗୁଳିମାଡ ହୋଇଛି। ୧୩ ଜଣଙ୍କୁ ନୃଶଂସ ଭାବେ ଗୁଳି କରି ହତ୍ୟା କରିଛନ୍ତି ତାଲିବାନୀ। ଶନିବାର ପୂର୍ବ ଆଫଗାନିସ୍ତନାରେ ଘଟିଛି ଏଭଳି ନରସଂହାର। ଆଫଗାନିସ୍ତାନରେ ଲାଗୁ…
Read More...

ବଦଳିଲା ‘ଫେସ୍‌ବୁକ୍‌’ ନାଁ , ଏଣିକି ‘ମେଟା’

ସାନଫ୍ରାନ୍ସିକୋ : ବିଶ୍ୱର ସର୍ବାଧିକ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସ୍‌ବୁକ୍‌ ଶେଷରେ  ନିଜ ନାଁ ବଦଳାଇ ଦେଇଛି ।  ଦୀର୍ଘ ୧୭ ବର୍ଷ ପରେ ଏଣିକି ଫେସବୁକ୍‌ର ମୂଳ କମ୍ପାନୀର ନାଁ ରହିବ ‘ମେଟା’ । ଏନେଇ…
Read More...

ପିଆଜ ଖାଇଲେ ବ୍ୟାପୁଛି ସଲମାନେଲା ବ୍ୟାକ୍ଟେରିଆ, ଆକ୍ରାନ୍ତ ହେଲେଣି ୬୫୦ରୁ ଅଧିକ ଲୋକ

ନ୍ୟୁୟର୍କ: ଆମେରିକାରେ ୩୭ଟି ରାଜ୍ୟରେ ୬୫୦ ରୁ ଅଧିକ ଲୋକ ପିଆଜ ଦ୍ବାରା ସଲମାନେଲା ବ୍ୟାକ୍ଟେରିଆ ବ୍ୟାପିବା ଯୋଗୁଁ  ଅସୁସ୍ଥ ହୋଇଥିଲେ । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି ଯେ ବର୍ତ୍ତମାନ ପ୍ରାୟ…
Read More...

‘ମସ୍କୋ ଫର୍ମାଟ’ ବୈଠକରେ ଆଜି ମୁହାଁମୁହିଁ ହୋଇପାରନ୍ତି ଭାରତ ଓ ତାଲିବାନ

ମସ୍କୋ: ମୁହାଁମୁହିଁ ହୋଇପାରନ୍ତି ଭାରତ ଓ ତାଲିବାନ୍ । ଆଜି ଋଷ୍‌ରେ 'ମସ୍କୋ ଫର୍ମାଟ' (Moscow Format) ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ  ଭାରତର ଅଧିକାରୀ ଏବଂ ତାଲିବାନ୍‌ର ଅଧିକାରୀମାନେ ମୁହାଁ ମୁହିଁ ହୋଇପାରନ୍ତି ।…
Read More...