Browsing Category

ରାଜନୀତି

ଇସ୍ତଫା ଦେଲେ ଉତ୍ତରାଖଣ୍ଡ ରାଜ୍ୟପାଳ; ୟୁପି ବିଧାନସଭା ନିର୍ବାଚନ ଲଢ଼ି ପାରନ୍ତି!!!

ନୂଆଦିଲ୍ଲୀ: ବୁଧବାର ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ଉତ୍ତରାଖଣ୍ଡ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟ । ବେବୀରାଣୀ ବୁଧବାର ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛନ୍ତି । ଆସନ୍ତା…
Read More...

ଭବାନୀପୁର ଆସନରେ ମମତାଙ୍କ ବିରୁଦ୍ଧ ରେ କଂଗ୍ରେସ ଛିଡା କରିବନି ପ୍ରାର୍ଥୀ

କୋଲକାତା  :  ଭବାନୀପୁର ଉପ ନିର୍ବାଚନରେ ମମତାଙ୍କୁ ୱାକଓଭର ଦେଇଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ପରେ କଂଗ୍ରେସ ନିଜ ପୂର୍ବ ଘୋଷଣାରୁ ଓହରି ଯାଇଛି। ଏଠାରେ ମମତାଙ୍କ…
Read More...

ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନ ସରକାର

ନୂଆଦିଲ୍ଲୀ – ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ହୋଇଛି । ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ଆଫଗାନିସ୍ତାରେ ତାଲିବାନୀ ସରକାରର ପ୍ରଧାନମନ୍ତ୍ରୀ ହେବେ । ମଧ୍ୟବର୍ତ୍ତୀ ସରକାରରେ ସିରାଜ ହକ୍କାନୀଙ୍କୁ ଆଭ୍ୟନ୍ତରୀଣ ବ୍ୟାପାର…
Read More...

୨୭ରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଙ୍ଗଠନ

ନୂଆଦିଲ୍ଳୀ : ତିନିଟି ବିବାଦୀୟ କୃଷି ଆଇନକୁ ବିରୋଧ କରି ଗତ ବର୍ଷ ନଭେମ୍ବର ମାସରୁ ଆନ୍ଦୋଳନ ଚଳାଇଥିବା ଚାଷୀମାନେ ପୁଣି ତାତିଛନ୍ତି। ସରକାର ସେମାନଙ୍କ ଦାବିକୁ ଗୁରୁତ୍ବ ଦେଉନଥିବାରୁ ଭୀଷଣ ବିରକ୍ତି ପ୍ରକାଶ କରିଛନ୍ତି।…
Read More...

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି କଲା ପ୍ରବର୍ତ୍ତନ…

ନୂଆଦିଲ୍ଲୀ: ଆୟବହିର୍ଭୂତ ୧୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି କରିଛି। ଏହା ପୂର୍ବରୁ…
Read More...

ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହେବ । ଏହା ସହିତ ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ…
Read More...

ବଣେଇ ବିଧାୟକଙ୍କ ନେତୃତ୍ବରେ ରେଳରୋକ ଓ ବିକ୍ଷୋଭ

କୋଇଡ଼ା / ଲହୁଣୀପଡ଼ା  (ରମେଶ ବେହେରା ) :-  କେ.ବଲାଙ୍ଗ ଥାନା ଅନ୍ତର୍ଗତ ପଟାସାହି ରେଲୱେ ସାଇଡିଂ ଠାରେ ପର୍ଯ୍ୟାପ୍ତ ପରିମାଣର ଲୁହାପଥର ଯୋଗାଇ ଦେବା ଦାବିରେ ସିଆଇଟିୟୁ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ…
Read More...

ଆଜିଠାରୁ ବିଧାନସଭା

ଭୁବନେଶ୍ବର: ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ବୁଧବାର ଆରମ୍ଭ ହେଉଛି। ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍‌ ୮ଟି କାର୍ଯ୍ୟଦିବସ ରହିଛି। ଗୋଟିଏ ଦିନ ଅର୍ଥାତ ୩ ତାରିଖରେ ପ୍ରାଇଭେଟ୍‌…
Read More...

ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର

ଭୁବନେଶ୍ୱର,: ଆସନ୍ତା ୩୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଡ. ଏ ଚେଲ୍ଲା କୁମାର । କଂଗ୍ରେସ ଭବନରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ କର୍ମଶାଳାକୁ ଉଦ୍‌ଘାଟନ କରିବା…
Read More...

ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଅଟକାଇଲା ରାଉରକେଲା ପୁଲିସ

ରାଉରକେଲା: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନଙ୍କୁ ଅଟକାଇଲା ପ୍ଲାଣ୍ଟସାଇଟ ପୁଲିସ। ଅଞ୍ଜଳି ରାଜଗାଙ୍ଗପୁର ଯିବାକୁ ଝାରଖଣ୍ଡରୁ ଆସିଥିଲେ। ସେ ଡାଲମିଆ ସିମେଣ୍ଟ ଖାଦାନ ସମ୍ପ୍ରସାରଣ ପାଇଁ…
Read More...