ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ‌ଇତିଶ ପ୍ରଧାନ ଗିରଫ

ଭୁବନେଶ୍ବର : ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ହେଉଛନ୍ତି ଇତୀଶ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ। କଂଗ୍ରେସ ଭବନରେ ଭଙ୍ଗାରୁଜା ଓ ଗଣ୍ଡୋଗଳ କରିବା ଘଟଣାରେ ଗିରଫ ହୋଇଛନ୍ତି ଇତୀଶ। ରବିବାର କଂଗ୍ରେସ ଭବନ ଉପରକୁ…
Read More...

କଟକରେ ଆରମ୍ଭ ହେଲା ଧାନ ସଂଗ୍ରହ: ପ୍ରଥମଥର ପାଇଁ ବାଙ୍କୀ ଓ ମାହାଙ୍ଗାରେ ଧାନ କିଣିବେ ମହିଳା ଗୋଷ୍ଠୀ

କଟକ: କଟକ ଜିଲ୍ଲାରେ ଆରମ୍ଭ ହୋଇଛି ଧାନକିଣା। ମାତ୍ର, ଗୋଟିଏ ଦିନ ଧାନ କିଣାଯାଇଥିବା ବେଳେ ଦୁଇଦିନ ଛୁଟି ଯୋଗୁଁ ଧାନକିଣା ବନ୍ଦ ରହିଛି। ଅନ୍ୟପଟେ ଚଳିତବର୍ଷ ପ୍ରଥମଥର ପାଇଁ ଜିଲ୍ଲାର ବାଙ୍କୀ ଓ ମାହାଙ୍ଗାରେ ମହିଳା…
Read More...

କାଶୀ ବିଶ୍ବନାଥ ଧାମରେ କାର୍ଯ୍ୟରତ ସେବାୟତଙ୍କ ପାଇଁ ୧୦୦ ହଳ ଝୋଟ-ନିର୍ମିତ ଚପଲ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣସୀ ଅନ୍ତର୍ଗତ କାଶୀ ବିଶ୍ବନାଥ ଧାମରେ କର୍ତ୍ତବ୍ୟରତ କର୍ମୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦୦ ହଳ ଝୋଟରେ ତିଆରି ହୋଇଥିବା ଚପଲ ପଠାଇଛନ୍ତି।…
Read More...

ଦେଶରେ କରୋନା ବିପର୍ଯ୍ୟୟ ଜାରି, ୨୪ ଘଣ୍ଟାରେ ୧,୭୯,୭୨୩ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ବିପର୍ଯ୍ୟୟ ଜାରି ରହିଛି। ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ମାତ୍ର ୧୩ ଦିନରେ କୋଭିଡ୍‌ର ଦୈନିକ ମାମଲା  ୨୮…
Read More...

ଆଜିଠାରୁ ଆରମ୍ଭ ହେଲା ବୁଷ୍ଟର ଡୋଜ୍‌: ପ୍ରଥମେ କୋଭିଡ୍ ଯୋଦ୍ଧା , ବୟସ୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସରେ କରୋନା ଭ୍ୟାକ୍ସିନର ସତର୍କତାମୂଳକ ଡୋଜ ନେବାକୁ  ଘୋଷଣା କରିଥିଲେ। କରୋନା ଭ୍ୟାକ୍ସିନର ଏହି ବୁଷ୍ଟର୍ ଡୋଜ୍ ଆଜିଠାରୁ ଦିଆଯାଉଛି। ଦେଶରେ ପ୍ରାଥମିକ ପର୍ଯ୍ୟାୟରେ…
Read More...

କୋଷାଗୁମୁଡା ବ୍ଲକ ନୂତନ ଶିକ୍ଷକ ସଂଘ ଗଠିତ ,ଦ୍ୱିତୀୟ ଥର ପାଇଁ ସଭାପତି ହେଲେ ବାବେନ୍ଦ୍ର ନାୟକ

କୋଷାଗୁମୁଡ଼ନ : ବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଆଜି ନୂତନ ଭାବେ ଗଠିତ ହୋଇଯାଇଛି । ସନ୍ତୋଷପୁର ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସର୍ବ ସମ୍ମତିକ୍ରମେ ସଭାପତି…
Read More...

ଆମ୍ବ ଗଛରେ ଝୁଲୁଛି ଯୁବକଙ୍କ ମୃତ ଶରୀର, ଆତ୍ମହତ୍ୟା କରିଥିବା ସନ୍ଦେହ

ସୋର,  : ଆମ୍ଵ ଗଛରେ ଝୁଲୁଛି ଯୁବକଙ୍କ ମୃତ ଶରୀର। ବାଲେଶ୍ଵର ଜିଲ୍ଲା ସୋର ଥାନା ହାଟସାହିର ୩୫ ବର୍ଷୀୟ ଶରତ ନାଥଙ୍କ ମୃତଦେହ ଉଦ୍ଧାର ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଶୁକ୍ରବାର ରାତିରେ ଶରତ ନିଦରୁ ଉଠି ଆସି ନିଜ…
Read More...

ସୁନ୍ଦରଗଡ଼ରେ କୋଭିଡ୍ ମୁକାବିଲା ପାଇଁ ନିୟମ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ

ସୁନ୍ଦରଗଡ଼: କୋଭିଡ୍ ସଂକ୍ରମଣ ଏବେ ଆମ ଦେଶ ତଥା ରାଜ୍ୟରେ ପୁଣିଥରେ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନକୁ ପାଳନ କରିବା ସହ ସୁନ୍ଦରଗଡ଼ ଜିଲ୍ଲା…
Read More...

୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ମୁଖ୍ୟ ଆସାମୀ ଗିରଫ

ପୁରୀ: ପୁରୀରୁ ପୁଣି ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବ୍ରାଉନସୁଗାର କିଙ୍ଗପିନ୍…
Read More...

ଦେବଗଡ଼ ରେ ବାଘଛାଲ, ହାତୀ ଦାନ୍ତ ଓ ବଜ୍ରକାପ୍ତା କାତି ଜବତ, ଜଣେ ଅଟକ

ଦେବଗଡ଼ : ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରାମରେ ଏସ୍‌ଟିଏଫ୍‌ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଗୁରୁବାର ରାତିରେ ଗୋଟିଏ ବାଘ ଛାଲ, ଗୋଟିଏ ହାତୀ ଦାନ୍ତ ଓ ବିପୁଳ ପରିମାଣର ବଜ୍ରକାପ୍ତା କାତି…
Read More...